इस जानकारी को छोड़ दें

କିଶୋରକିଶୋରୀ ଓ ଯୁବାମାନେ

ବାଇବଲର ପରାମର୍ଶ ଆପଣଙ୍କୁ ସମସ୍ୟାର ସାମନା କରିବା ଓ ଜୀବନରେ ସଫଳ ହେବା ପାଇଁ ସାହାଯ୍ୟ କରିବ । a

a ଏହି ଲେଖାଗୁଡ଼ିକରେ କେତେକଙ୍କ ନାମ ବଦଳାଇ ଦିଆଯାଇଛି।

ଯୁବକ-ଯୁବତୀମାନଙ୍କ ପ୍ରଶ୍ନ

ଯୌନ, ସାଙ୍ଗସାଥୀ, ପିତାମାତା, ସ୍କୁଲ ଏବଂ ଆହୁରି ଅନେକ ବିଷୟରେ ଯୁବକ-ଯୁବତୀମାନଙ୍କ ସାଧାରଣ ପ୍ରଶ୍ନ।

ଯୁବକଯୁବତୀମାନେ କʼଣ କହନ୍ତି ?

ଆପଣ ହୁଏତ ଏପରି ସମସ୍ୟାଗୁଡ଼ିକର ସାମନା କରୁଥିବେ, ଯାହା ଆପଣ ଆଗରୁ କେବେ ମଧ୍ୟ କରି ନ ଥିବେ । ଆପଣଙ୍କ ଭଳି ଅନେକ ଯୁବକଯୁବତୀମାନେ ସେଗୁଡ଼ିକୁ କିପରି ସାମନା କରୁଛନ୍ତି, ତାହା ଦେଖନ୍ତୁ ।

ହ୍ୱାଇଟ୍‌ବୋର୍ଡ କାର୍ଟୁନ୍‌

କʼଣ ଆପଣ ଏପରି ପରିସ୍ଥିତିରେ ନିଜକୁ ପାଆନ୍ତି, ଯେତେବେଳେ ତାହା ସାମନା କରିବା ପାଇଁ ଅସମ୍ଭବ ଲାଗେ ? ଯଦି ହଁ, ତେବେ ଯୁବକ-ଯୁବତୀମାନଙ୍କ ଜୀବନରେ ଆସୁଥିବା ସାଧାରଣ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ଏହି ଭିଡିଓ କ୍ଲିପ୍‌ଗୁଡ଼ିକ ଆପଣଙ୍କୁ ସାହାଯ୍ୟ କରିପାରିବ।

ଯୁବକ-ଯୁବତୀମାନଙ୍କ ପାଇଁ ଅନୁଶୀଳନୀ ପୁସ୍ତିକା

ବାସ୍ତବିକ ଜୀବନର ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ପ୍ରସ୍ତୁତ ହେବା ଏବଂ ନିଜ ମନର ଭାବନାକୁ ଶବ୍ଦରେ ପ୍ରକାଶ କରିବା ନିମନ୍ତେ ଏହି ଅନୁଶୀଳନୀ ପୁସ୍ତିକାଗୁଡ଼ିକ ଆପଣଙ୍କୁ ସାହାଯ୍ୟ କରିବ।

ପଢ଼ନ୍ତୁ, ବୁଝନ୍ତୁ ଏବଂ କରନ୍ତୁ

ବାଇବଲ ଘଟଣାଗୁଡ଼ିକୁ ଜୀବନ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଅନୁଶୀଳନୀ, ଯାହାକୁ ଆପଣ ପ୍ରିଣ୍ଟ୍‌ କରିପାରିବେ।

ଅଧ୍ୟୟନ ଗାଇଡ୍‌

ଆପଣଙ୍କ ବିଶ୍ୱାସକୁ ବଢ଼ାଇବା ପାଇଁ ଅଧ୍ୟୟନ ଗାଇଡ୍ଗୁଡ଼ିକୁ ବ୍ୟବହାର କରନ୍ତୁ ଏବଂ ଶିଖନ୍ତୁ ଯେ ଆପଣ ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ କିପରି କହିବେ।