इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସଜାଗ ହୁଅ ! ସଂଖ୍ୟା ୧ ୨୦୨୧ | ସୁଖ ଶାନ୍ତିର ଜୀବନ ଆଜି ମଧ୍ୟ ସମ୍ଭବ

ଆମେ ସମସ୍ତେ ସୁଖ ଶାନ୍ତିରେ ଜୀଇଁବାକୁ ଚାହୁଁ । ଜାଣନ୍ତୁ ଯେ ଜୀବନରେ ଖୁସିରେ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ।

 

ସୁଖ ଶାନ୍ତିର ଜୀବନ ଆଜି ମଧ୍ୟ ସମ୍ଭବ

ଈଶ୍ୱର ଆମକୁ ବଢ଼ିଆ ପରାମର୍ଶ ଦେଇଛନ୍ତି, ଯାହାକୁ ମାନିଲେ ଆମେ ଆଜି ଓ ଆଗକୁ ମଧ୍ୟ ଖୁସିରେ ଜୀଇଁପାରିବା ।

ପରିବାରର ସୁଖ ଶାନ୍ତି ପାଇଁ ବଢ଼ିଆ ପରାମର୍ଶ

ପତି, ପତ୍ନୀ ଓ ପିଲାମାନେ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିପାରିବେ ଯାହାଫଳରେ ପରିବାରରେ ସୁଖ ଶାନ୍ତି ଥିବ ?

ସମସ୍ତଙ୍କ ସହ ଭଲ ସମ୍ପର୍କ କିପରି ଗଢ଼ିବା ?

ସମସ୍ତଙ୍କ ସହିତ ଭଲ ସମ୍ପର୍କ ଗଢ଼ିବା ପାଇଁ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେଇପାରିବା ?

ଖୁସିରେ କିପରି ରହିପାରିବା ?

ଜୀବନରେ ଖୁସିରେ ରହିବା ପାଇଁ ଏବଂ ଆମ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ଏତେ ଦୁଃଖକଷ୍ଟ କାହିଁକି ଅଛି ଏବଂ ଆମର କାହିଁକି ମୃତ୍ୟୁ ହୁଏ ?

ଏହି ଲେଖାରୁ ଏହାର ଚାରୋଟି ମୁଖ୍ୟ କାରଣ ଜାଣନ୍ତୁ ।

ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା

ଈଶ୍ୱର ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା କରିଛନ୍ତି । ଜାଣନ୍ତୁ ଯେ ସେ ଆଗକୁ ଯାଇ କʼଣ କʼଣ କରିବେ ।

ଈଶ୍ୱରଙ୍କୁ ଭଲଭାବେ ଜାଣନ୍ତୁ

ଈଶ୍ୱର ପବିତ୍ର ଶାସ୍ତ୍ର ବାଇବଲରେ ନିଜ ବିଷୟରେ ଯାହା କହିଛନ୍ତି, ତାହା ଜାଣି ଆପଣ ତାଙ୍କ ସହ ମଜବୁତ୍‌ ସମ୍ପର୍କ ଗଢ଼ିପାରିବେ । କʼଣ ଆପଣ ତାଙ୍କ ବିଷୟରେ ଆହୁରି ଜାଣିବାକୁ ଚାହାନ୍ତି ?

ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ

ଈଶ୍ୱର ଯେଉଁ କଥାଗୁଡ଼ିକ ଲେଖାଇଛନ୍ତି, ତାହା ଜାଣନ୍ତୁ । ସେ ଚାହାନ୍ତି ଯେ ଆପଣ ତାଙ୍କଠାରୁ ଶିଖନ୍ତୁ । କʼଣ ଆପଣ ତାଙ୍କ ପରାମର୍ଶ ପାଇବା ପାଇଁ ଚାହାନ୍ତି ?

କʼଣ ଆପଣ ଅଧିକ ଜାଣିବାକୁ ଚାହାନ୍ତି ?

ଭିଡିଓ, ପିଲାମାନଙ୍କ ପାଇଁ କାର୍ଟୁନ, ଲେଖା ଏବଂ ସାକ୍ଷାତ୍‌କାର ଦେଖନ୍ତୁ, ଯେଉଁଥିରେ ବଢ଼ିଆ ପରାମର୍ଶ ଦିଆଯାଇଛି । ତାହା ମାନି ଆପଣ ସଠିକ୍‌ ନିଷ୍ପତ୍ତି ନେଇପାରିବେ ଏବଂ ଖୁସିରେ ରହିବେ ।