ଆପଣଙ୍କ ପରିବାର ସୁଖୀ ହୋଇପାରିବ

ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆପଣ ନିଜ ବୈବାହିକ ଜୀବନକୁ ସୁଖମୟ ଏବଂ ନିଜ ପରିବାରକୁ ସୁଖୀ କରିପାରିବେ ।

ଉପକ୍ରମ

ଏହି ପୁସ୍ତିକାରେ ଯେଉଁ ବାଇବଲ ସିଦ୍ଧାନ୍ତ ଓ ବ୍ୟବହାରିକ ପରାମର୍ଶ ରହିଛି, ସେଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆପଣ ନିଜ ବୈବାହିକ ଜୀବନକୁ ସୁଖମୟ ଏବଂ ନିଜ ପରିବାରକୁ ସୁଖୀ କରିପାରିବେ ।

ଭାଗ ୧

ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ

ଦୁଇଟି ସରଳ ପ୍ରଶ୍ନ ଦ୍ୱାରା ଆପଣ ନିଜ ବୈବାହିକ ଜୀବନକୁ ସୁଖମୟ କରିପାରିବେ ।

ଭାଗ ୨

ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ

ବୈବାହିକ ଜୀବନରେ ବିଶ୍ୱସ୍ତ ରହିବା ପାଇଁ ବ୍ୟଭିଚାରଠାରୁ ଦୂରେଇ ରହିବା ଛଡ଼ା ଆହୁରି କିଛି ସାମିଲ୍‌ ଅଛି କି ?

ଭାଗ ୩

ସମସ୍ୟାଗୁଡ଼ିକୁ କିପରି ସମାଧାନ କରିବେ

ବୈବାହିକ ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକୁ ଆପଣ କିପରି ଦୃଷ୍ଟିରେ ଦେଖନ୍ତି ଏବଂ ସେଗୁଡ଼ିକୁ କିପରି ସମାଧାନ କରନ୍ତି, ତାହା ଦ୍ୱାରା ନିଶ୍ଚିତ ହୁଏ ଯେ ଆପଣଙ୍କ ବୈବାହିକ ଜୀବନ ମଜବୁତ୍‌ ଓ ସୁଖମୟ ହେବ ନା ଦୁର୍ବଳ ଓ ଦୟନୀୟ ହେବ ।

ଭାଗ ୪

ପଇସାର କିପରି ସଠିକ୍‌ ବ୍ୟବହାର କରିବେ

ପଇସା ମାମଲାରେ ବିଶ୍ୱାସ ଓ ସଚ୍ଚୋଟତାର କʼଣ ଭୂମିକା ରହିଛି ?

ଭାଗ ୫

ନିଜ ସମ୍ପର୍କୀୟମାନଙ୍କ ସହିତ କିପରି ଶାନ୍ତି ବଜାୟ ରଖିପାରିବେ

ଆପଣ ନିଜ ବୈବାହିକ ଜୀବନକୁ ଅବହେଳା ନ କରି ନିଜ ପିତାମାତାଙ୍କୁ ସମ୍ମାନ ଓ ଆଦର ଦେଇପାରିବେ ।

ଭାଗ ୬

ପରିବାରରେ ପିଲା ଜନ୍ମ ହେବା ପରେ ବୈବାହିକ ଜୀବନ କିପରି ବଦଳିଯାଏ

ପରିବାରରେ ପିଲାଟିଏ ଜନ୍ମ ହେବା ପରେ ଆପଣଙ୍କ ବୈବାହିକ ସମ୍ପର୍କ ଆହୁରି ମଜବୁତ୍‌ ହୋଇପାରିବ କି ?

ଭାଗ ୭

ଆପଣଙ୍କ ପିଲାକୁ କିପରି ଶିକ୍ଷା ଦେବେ

ଅନୁଶାସନ ଦେବାରେ ନିୟମ ଓ ଦଣ୍ଡ ଦେବାଠାରୁ ଆହୁରି ବହୁତ କିଛି ସାମିଲ୍‌ ଅଛି ।

ଭାଗ ୮

ଯେତେବେଳେ ହଠାତ୍‌ କୌଣସି ବିପତ୍ତି ଆସେ

ଆବଶ୍ୟକ ସାହାଯ୍ୟ ନିଅନ୍ତୁ ।

ଭାଗ ୯

ଏକ ପରିବାର ଭାବରେ ଯିହୋବାଙ୍କ ଉପାସନା କରନ୍ତୁ

ଆପଣ ନିଜ ପାରିବାରିକ ଉପାସନାରୁ କିପରି ଆହୁରି ଆନନ୍ଦ ପାଇପାରିବେ ?