इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୧

ସୃଷ୍ଟି କରେ ପ୍ରଶଂସା ଯିହୋବାଙ୍କ

ସୃଷ୍ଟି କରେ ପ୍ରଶଂସା ଯିହୋବାଙ୍କ

(ଗୀତସଂହିତା ୧୯)

  1. ୧. ଯିହୋବା ତୁମର କାମ ମହାନ,

    ଆକାଶମଣ୍ଡଳ ଦିଏ ପ୍ରମାଣ ।

    ନୀରବ ରହି କରେ ପ୍ରଶଂସା,

    ଦେଖି ଜଗତ କରେ ମହିମା ।

    ନୀରବ ରହି କରେ ପ୍ରଶଂସା,

    ଦେଖି ଜଗତ କରେ ମହିମା ।

  2. ୨. ଉତ୍ତମ ବୁଦ୍ଧି ତୁମ ପଥରେ,

    ରକ୍ଷା ମିଳେ କାମ ଓ କଥାରେ ।

    ସୁନାରୁ ଶ୍ରେଷ୍ଠ ତୁମ ବ୍ୟବସ୍ଥା,

    ଜ୍ଞାନୀ ହୁଏ ପଢ଼ି ବୃଦ୍ଧ-ଯୁବା ।

    ସୁନାରୁ ଶ୍ରେଷ୍ଠ ତୁମ ବ୍ୟବସ୍ଥା,

    ଜ୍ଞାନୀ ହୁଏ ପଢ଼ି ବୃଦ୍ଧ-ଯୁବା ।

  3. ୩. ଏହି ଜୀବନ ହେବନି ବେକାର,

    ଯେବେ ଚାଲିବା ବାକ୍ୟ ଅନୁସାର ।

    ପିତାଙ୍କ ନାʼକୁ କରିବା ସୁନାମ,

    ଏହି କାମ ଅଟେ ଏକ ସମ୍ମାନ ।

    ପିତାଙ୍କ ନାʼକୁ କରିବା ସୁନାମ,

    ଏହି କାମ ଅଟେ ଏକ ସମ୍ମାନ ।