इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୮

ମୁକ୍ତି ପାଇଁ କୃତଜ୍ଞ

ମୁକ୍ତି ପାଇଁ କୃତଜ୍ଞ

(ଲୂକ ୨୨:୨୦)

  1. ୧. ଯିହୋବା କଲ

    ଆଜି ନିକଟତର,

    ନିଜ ପୁଅକୁ ଦେଇ

    କରିଲ ସମ୍ଭବ ।

    ଏ ବଳିଦାନ ଦ୍ୱାରା

    ଆମେ ବଞ୍ଚିବା ।

    ପ୍ରେମର ଏ ପ୍ରମାଣ

    ଥିବ ଆଉ କʼଣ ?

    (ଘୋଷା)

    ପୁତ୍ର ରକ୍ତ ଦେଲେ ଯେବେ,

    ପାଇଲୁ ମୁକ୍ତି ଯେ ତେବେ ।

    ଏ ଅର୍ପଣ,

    କେବେ ବି ଭୁଲିପାରିବୁ ନାହିଁ ।

  2. ୨. ଦେଲେ ଆନନ୍ଦରେ

    ଯୀଶୁ ଭାରି ମୂଲ୍ୟ,

    ଥିଲେ ନିର୍ଦ୍ଦୋଷ,

    ହେଲେ ବି ଜୀବନ ଦେଲେ ।

    ପାଇଲୁ ଆଶା ଯେ

    ସିଦ୍ଧ ଜୀବନର,

    ଖୋଲିଗଲା ଯେ ଏବେ

    ବନ୍ଧନ ମୃତ୍ୟୁର ।

    (ଘୋଷା)

    ପୁତ୍ର ରକ୍ତ ଦେଲେ ଯେବେ,

    ପାଇଲୁ ମୁକ୍ତି ଯେ ତେବେ ।

    ଏ ଅର୍ପଣ,

    କେବେ ବି ଭୁଲିପାରିବୁ ନାହିଁ ।