ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଜୁନ୍ ୨୦୨୨

ଏହି ସଂଖ୍ୟାରେ ୮ ଅଗଷ୍ଟ–୪ ସେପ୍ଟେମ୍ବର, ୨୦୨୨ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।

କʼଣ ଆପଣ ଜାଣନ୍ତି ?

କʼଣ ରୋମୀ ସରକାର ଏପରି ଲୋକମାନଙ୍କ ଶବକୁ ପୋତିବାର ଅନୁମତି ଦେଉଥିଲା, ଯେଉଁମାନଙ୍କୁ ଯୀଶୁଙ୍କ ଭଳି କାଠରେ ପିଟି ମାରି ଦିଆଯାଉଥିଲା ?

କʼଣ ଆପଣ ଜାଣନ୍ତି ?

ପ୍ରାଚୀନ ସମୟରେ ଇସ୍ରାଏଲୀୟମାନେ କିପରି ନିର୍ଦ୍ଧାରିତ କରୁଥିଲେ ଯେ କୌଣସି ମାସ କିମ୍ବା ବର୍ଷ କେବେ ଆରମ୍ଭ ହେବ ?