इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୩୮

ଧଳାକେଶର ସୌନ୍ଦର୍ଯ୍ୟ

ଧଳାକେଶର ସୌନ୍ଦର୍ଯ୍ୟ

(ହିତୋପଦେଶ ୧୬:୩୧)

  1. ୧. ସଭାର ବୃଦ୍ଧଜନ,

    ରଖନ୍ତି ଧୈର୍ଯ୍ୟ ।

    ଚାଲନ୍ତି ବିଶ୍ୱାସରେ,

    ସବୁ ସ୍ଥିତିରେ,

    ଦୂରେଇ ସାଥି ନିଜ,

    ରହିଲେ ଏକା ।

    ରହେ ସଙ୍ଗେ ଈଶ୍ୱର,

    ସେସମୟରେ ।

    (ଘୋଷା)

    ଆଗାମୀ ଦିନରେ,

    ଦେବେ ଆଶିଷ ।

    ଭୁଲେ ନା ଈଶ୍ୱର,

    ତୋ କାମ କେବେ ।

  2. ୨. ଯିହୋବାଙ୍କୁ ପସନ୍ଦ,

    ପାଚିଲା କେଶ ।

    ଯିହୋବାଙ୍କ ଦୃଷ୍ଟିରେ,

    ତୁ ଶୋଭନୀୟ ।

    କରି ସେବା ଜୀବନେ,

    ମନ ହୃଦୟେ ।

    ଥିଲୁ ଯୁବକ ଦିନେ,

    ରଖିବେ ମନେ ।

    (ଘୋଷା)

    ଆଗାମୀ ଦିନରେ,

    ଦେବେ ଆଶିଷ ।

    ଭୁଲେ ନା ଈଶ୍ୱର,

    ତୋ କାମ କେବେ ।