इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୪୩

ଯିହୋବାଙ୍କ ଦିନର ପ୍ରତୀକ୍ଷା କରିବା

ଯିହୋବାଙ୍କ ଦିନର ପ୍ରତୀକ୍ଷା କରିବା

(ରୋମୀୟ ୮:୨୦-୨୫)

  1. ୧. ଦେଖୁ ଯୁଗାନ୍ତର ଚିହ୍ନ,

    ତେବେ ଆମେ ଜାଣିପାରୁ,

    ଯିହୋବା ନିଜ ନାମକୁ,

    କରିଦେବେ ପବିତ୍ର ।

    (ଘୋଷା)

    କରୁ ଯିହୋବାଙ୍କର ଦିନର,

    ଅପେକ୍ଷା ଆମେ ସମସ୍ତେ,

    ପାରଦୀଶ ଦେଖିବା ।

  2. ୨. ପୂର୍ବରୁ ହିଁ ସ୍ଥିର କଲେ,

    ଈଶ୍ୱରଙ୍କ ନିଜ ପୁତ୍ର,

    ଶେଷ ଯୁଦ୍ଧରେ ଲଢ଼ିବେ,

    ବିଜୟୀ ହେବେ ରାଜା ।

    (ଘୋଷା)

    କରୁ ଯିହୋବାଙ୍କର ଦିନର,

    ଅପେକ୍ଷା ଆମେ ସମସ୍ତେ,

    ପାରଦୀଶ ଦେଖିବା ।

  3. ୩. ଦୁଃଖରେ ଅଛି ଦୁନିଆ,

    ବିଶ୍ୱାସ ଅଛି ଆସିବ,

    ଯିହୋବାଙ୍କ ଦିନ ଶୀଘ୍ର,

    ହେବ ସବୁ ନୂତନ ।

    (ଘୋଷା)

    କରୁ ଯିହୋବାଙ୍କର ଦିନର,

    ଅପେକ୍ଷା ଆମେ ସମସ୍ତେ,

    ପାରଦୀଶ ଦେଖିବା ।

(ମାଥି. ୨୫:୧୩; ଲୂକ ୧୨:୩୬ ମଧ୍ୟ ଦେଖନ୍ତୁ ।)